ଗୋଲକଧନ୍ଦା
ଦେଖଣା
ଗୋଲକଧନ୍ଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫରାସୀ - ଗୋସକ୍+ଧନ୍ଦା)
[ସମ୍ପାଦନା]- ୧. ବିଷମ ସମସ୍ୟା — ୧. Dilemma; fix; inextricable difficulty.
- ୨. ଭୁଆଁ; ଗୋଳମାଳଇଆ ପଥଯୁକ୍ତ ସ୍ଥାନ; ଦୁର୍ନିର୍ଗମ ପଥ; ଯେଉଁ ଘର ବା ବାଟରେ ଥରେ ପଶିଲେ ସହଜରେ ବାହାରି ହୁଏ ନାହିଁ —୨. A round-about way; a maze; a labyrinth.
- ୩. ଅତି କଷ୍ଟରେ ସାଧନଯୋଗ୍ୟ ପ୍ରଶ୍ନ; ପ୍ରହେଳିକା; ବିଷମ ସମସ୍ୟା —୩. Enigma; riddle; puzzle.