Jump to content

ଗୋଲଖ

ଉଇକିଅଭିଧାନ‌ରୁ

ଗୋଲଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗୋଳକ)

[ସମ୍ପାଦନା]
୧. ବିଧବାର ଜାରଜ ପୁତ୍ର — ୧. Bastard child of a widow.
୨. ବୈକୁଣ୍ଠ — ୨. The blissful abode of Bishṇu.
୩. ଗୋଲକବିହାରୀର ଡାକନାମ — ୩. A name for calling Golakabihārī