ଗୋଲଗାଲ
ଦେଖଣା
ଗୋଲଗାଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଲଗାଲ
|
ଦେଶଜ - ବିଶେଷଣ - (ଅନର୍ଥକ ଦ୍ୱିତ୍ୱୀୟ ସହଚର)
[ସମ୍ପାଦନା]- ୧. ବର୍ତ୍ତୁଳ — ୧. Circular; round; spherical.
- ୨. ସମ୍ପୁର୍ଣ୍ଣରୂପେ ଗୋଲାକାର — ୨. Circular on all sides.
- ୩. ବାଙ୍ଗର ଓ ସ୍ଥୂଳକାୟ (ବ୍ୟକ୍ତି) — ୩. Dwarfish and stout (person).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୋଳାହଳ —୧. Noise.
- ୨. ମେଳ —୨. Crowd.