ଗୋଲା
ଦେଖଣା
ଗୋଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗୋଲା (ଦେଖ) - Goḻā (See)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଳକ)
[ସମ୍ପାଦନା]- ୧. ବନ୍ଧୁକ ବା କମାଣର ଗୁଳି — ୧. Cannon-ball; bullet.
- ୨. ଗୋଲାକାର କ୍ଷୁଦ୍ର ପଦାର୍ଥ — ୨. Small round thing.
- ୩. ମଦତ୍ —୩. Madat; smoking preparation made from opium.
- ୪. ବଟିକା —୪. Pill.
- ୫. ପେଣ୍ଡୁ —୫. Ball.
- ୬. (ସଂସ୍କୃତ - ଗୋଳ)— ଶୂଦ୍ର ଜାତିବିଶେଷ — ୬. A caste of Ṡūdras.
[ଦ୍ରଷ୍ଟବ୍ୟ —ବ୍ରାହ୍ମଣମାନେ ଏମାନଙ୍କ ହସ୍ତରୁ ଜଳ ଗ୍ରହଣ କରନ୍ତି ନାହିଁ]
- ୭. ଶସ୍ୟାଦିର ଭଣ୍ଡାର; ଅମାର — ୭. Granary; store-house.
- ୮. ପଣ୍ୟ ଦ୍ରବ୍ୟର ଭଣ୍ଡାରଘର —୮. Warehouse.
- ୯. କମାଣର ବଡ଼ ଫମ୍ପା ବାରୁଦପୂର୍ଣ୍ଣ ପିଣ୍ଡ ଯହିଁ ମଦ୍ୟରେ ଛୋଟ ଛୋଟ ଗୁଳି, କଣ୍ଟା, ମେଖଆଦି ପଶିଥାଏ — ୯. Bombshell.
- ୧. ବିଲୋରୀ —୧୦. Hanging glass-bulbs.
ଦେଶଜ - ବିଶେଷଣ -
[ସମ୍ପାଦନା]ବର୍ତ୍ତୁଳ —Round; spherical globular.