ଗୋଲାଙ୍ଗୁଡ଼ା
ବାନରବିଶେଷ — A kind of monkey.
ଷଷ୍ଟି ସହସ୍ର କୋଟି ଗୋଲାଙ୍ଗୁଡା ଗୋଟି କରି ରାମ ପାଶେ ଆସିଲେ ଗବାକ୍ଷଟି କୃଷ୍ଣସିଂହ. ମହାଭାରତ. ବନ