Jump to content

ଗୋଲାଜାତ

ଉଇକିଅଭିଧାନ‌ରୁ

ଗୋଲାଜାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଅମାର ବା ପଣ୍ୟଗାରକୁ ଆନୀତ ଓ ସଞ୍ଚିତ — Brought to and stored in the granary or ware-house.

ଲୁଣ ପୂନର୍ବାର ଓଜନ ହୋଇ ଗୋଲାଜାତ ହେଲେ ଅଦଲଦାର ତା ଉପରେ ଅଦଲ ମାରିଦିଏ ଫକିରମୋହନ. ଗଳ୍ପସ୍ୱଳ୍ପ