Jump to content

ଗୋଲାପଜାମୁ

ଉଇକିଅଭିଧାନ‌ରୁ

ଗୋଲାପଜାମୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫରାସୀ - ଗୁଲାବ୍+ସଂସ୍କୃତ - ଜମ୍ୱୁ)

[ସମ୍ପାଦନା]
୧. ଜମ୍ୱୁକାଦି ବର୍ଗର ଉଦ୍ୟାନଜାତ ସୁଗନ୍ଧ ପୁଷ୍ପ ବିଶିଷ୍ଟ ତରୁ ଓ ତାହାର ମିଷ୍ଟ ଫଳ — ୧. Rose apple; Eugenia Jamboo.


୨. ଦୁଧଛେନା, ସାମାନ୍ୟ ମଇଦା ଓ ଚିନିରେ ତିଆରି ଘୃତପକ୍ୱ ମିଷ୍ଟାନ୍ନବିଶେଷ; ପାନ୍ତୁଆ —୨. A kind of sweet meat made of sweetened cheese mixed with a little quantity of flour and fried in ghee.