Jump to content

ଗୋଲାପି

ଉଇକିଅଭିଧାନ‌ରୁ

ଗୋଲାପି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବି—(ଫରାସୀ - ଗୁଲାବୀ)

[ସମ୍ପାଦନା]
୧. ଗୋଲାପ ଫୁଲର ଗନ୍ଧଯୁକ୍ତ — ୧. Rose-scented.
୨. ଗୋଲାପ ସମ୍ୱନ୍ଧୀୟ — ୨. Rosy; relating to rose.
୩. ଗୋଲାପଫୁଲ ପରି ଈଷତ୍ ରକ୍ତବର୍ଣ୍ଣବିଶିଷ୍ଟ; ଆରକ୍ତ — ୩. Roseate.
୪. ପାଟଳବର୍ଣ୍ଣ — ୪. Rosy; rose coloured; pink-coloured.
୫. ଈଷତ୍ —୫. Slight.

(ଯଥା— ଗୋଲାପି ନିଶା)