ଗୋଲାପି ନିଶା
ଦେଖଣା
ଗୋଲାପି ନିଶା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଲାପି ନିଶା
|
ବୈଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଫରାସୀ - ଗୁଲାବୀ+ନସା)—ସୁନିୟନ୍ତ୍ରିତ ମଦ୍ୟପାନଜନିତ ଅଳ୍ପ ମଧୁର ନିଶା; ମୃଦୁ ନିଶା — ୧. A little intoxication or hilarity as the result of taking a moderate quantity of wine.
- ୨. ଯେଉଁ ନିଶାରେ ଚକ୍ଷୁ ଗୋଲାପଫୁଲ ପରି ସାମାନ୍ୟ ରକ୍ତବର୍ଣ୍ଣ ହୁଏ —୨. Hilarity or intoxication which turns the eyes roseate.