ଗୋଲି
ଦେଖଣା
ଗୋଲି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଳକ)
[ସମ୍ପାଦନା]- ୧. କ୍ରୀଡ଼ାନକ ଗୋଲାକାର ପ୍ରସ୍ତର— ଖଣ୍ଡ ବା କାଚଗୋଟାଳି; ମାର୍ଗୋଲି; ମାର୍ବଲ୍ — ୧. Children's marble; a little ball of marble or glass used as a play- thing by children.
- ୨. ମଦତ୍; ଅଫିମରସରେ ତିୟାରି ଗୋଲାକାର ମାଦକ— ଦ୍ରବ୍ୟବିଶେଷ —୨. Bullet; a smoking preparation of opium.
- ୩. ପେଣ୍ଡୁଳା —୩. A roll.
- ୪. ଦ୍ୱରତ୍ୱର ପରିମାଣବିଶେଷ; ତୋପ ବା ବନ୍ଧୁକର ଗୋଳା ଯେତେଦୂର ଯାଇ ପାରେ ସେହି ପରିମିତି ଦୂରତ୍ୱ — ୪. A measure of destance; range of a bullet.
- ୫. ଡାବଲ; ଡାବଲପୁଆ ଖେଳରେ ବ୍ୟବହୃତ ହୁଇ ପାଖ ମୁନିଆଁ କ୍ଷୁଦ୍ର କାଠଖଣ୍ଡ —୫. A stout bit of wood pointed at both ends used in Dābalapuā game.