ଗୋଲେଇ
ଦେଖଣା
ଗୋଲେଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଳତ୍ୱ)
[ସମ୍ପାଦନା]କାଠଗଡ଼ ବା ଖୁଣ୍ଟ ଆଦି ବର୍ତ୍ତୂଳ ବସ୍ତୁଳ ପରିଧି — The circumferrence of a log or post of wood.
(ଯଥା—ଏ କାଠର ଗୋଲେଇ ଦଶଫୁଟ)
ଦେଶଜ - ବିଶେଷଣ -
[ସମ୍ପାଦନା]ଗୋଲାକାର —Round; circular.
(ଯଥା—ଏ ଚଉଖୁଣ୍ଟିଆ କାଠକୁ ଗୋଲାଇ କରିଦିଅ)