ଗୋଲ୍ଡଷ୍ଟୁକର୍
ଦେଖଣା
ଗୋଲ୍ଡଷ୍ଟୁକର୍
ଉଚ୍ଚାରଣ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଜର୍ମାନିର ସଂସ୍କୃତଭାଷାଭିଜ୍ଞ ଜନୈକ ସ୍ୱର୍ଗୀୟ ପଣ୍ଡିତ (ସେ ପାଣିନୀ ବ୍ୟାକରଣ ଓ ମନୁସଂହିତାକୁ ଇଂରେଜିଭାଷା ସାହାଯ୍ୟରେ ସଂକଳନ ଓ ଖଣ୍ଡିଏ ସଂସ୍କୃତ—ଇଂରାଜୀ ଅଭିଧାନ ସଂଗ୍ରହ କରଥିଲେ) — Goldstucker, late eminent German scholar, the editor of a Sanskrit-English Dictionary and also of Pāṇinī's Grammar and Manu Saṁhitā.