Jump to content

ଗୋଲ୍ଲା

ଉଇକିଅଭିଧାନ‌ରୁ

ଗୋଲ୍ଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଲକ)

[ସମ୍ପାଦନା]
୧. ଗୋଲ ବସ୍ତୁ — ୧. A round or spherical thing; ball.
୨. ଗୋଲାକାର ମିଷ୍ଟାନ୍ନବିଶେଷ; ରସଗୋଲ୍ଲା; କଞ୍ଚାଗୋଲ୍ଲା — ୨. A ball of sweet-meat made from cheese.