Jump to content

ଗୋଳକ

ଉଇକିଅଭିଧାନ‌ରୁ

ଗୋଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋଳ+ସ୍ୱାର୍ଥେ. କ)

[ସମ୍ପାଦନା]
୧. ଗୋଳ (ଦେଖ) - ୧. Goḻa (See)
୨. ଗୋଲାକାର ଲିଙ୍ଗାଗ୍ର; ସୁପାରୀ — ୨. Glans penis (M.W.)


୩. ଗୋଲୋକ (ହିନ୍ଦୀ - ଶବ୍ଦସାଗର); ବୈକୁଣ୍ଠ — ୩. The ever-happy abode of Bishṇu.
୪. ପୁଷ୍ପରୁ ନିଷ୍କାସିତ ତରଳସାର; ଅତର (ହିନ୍ଦୀ - ଶବ୍ଦସାଗର) — ୪. Otto; essence extracted from flowers.
୫. ଆଖିର ବର୍ତ୍ତୁଳାକାର ଅଂଶ (ହିନ୍ଦୀ - ଶବ୍ଦସାଗର) — ୫. Eye-ball.
୭. ଆଖିର ପିତୁଳା (ହିନ୍ଦୀ - ଶବ୍ଦସାଗର) — ୬. The pupil of the eye.
୭. ଗୁମ୍ୱଜ; ମନ୍ଦିର ଆଦିର ଉପରେ ଥିବା ବର୍ତ୍ତୂଳ ଅଂଶ (ହିନ୍ଦୀ - ଶବ୍ଦସାଗରେ) —୭. Dome.
୮. ଯେଉଁ ଥଳି ବା ସିନ୍ଦୁକରେ କୌଣସି ବିଶେଷ କାର୍ଯ୍ୟ ସଂଗୃହୀତ ଧନ ରଖାଯାଏ (ହିନ୍ଦୀ - ଶବ୍ଦସାଗର) — ୮. A bag or receptacle in which a particular fund is kept.
୯. କୌଣସି କାର୍ଯ୍ୟ ପାଇଁ ସଂଗୃହୀତ ଧନ (ହିନ୍ଦୀ - ଶବ୍ଦସାଗର); ଫଣ୍ଡ —୯. Money or fund collected for a particular purpose.
୧. ବାଟୁଳି (ଜ୍ଞାନେନ୍ଦ୍ର) — ୧୦. Pellets made of clay.

୧୧: ବରକୋଳି —୧୧. The jujube (M.W.).