Jump to content

ଗୋଳକୁଣ୍ଡା

ଉଇକିଅଭିଧାନ‌ରୁ

ଗୋଳକୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]

(ଗୋଳକୁଣ୍ଡା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଗୋଳ+କୁଣ୍ଡ)

[ସମ୍ପାଦନା]
୧. ଅସତୀ ସ୍ତ୍ରୀ — ୧. Unchaste woman; adulteress.
୨. ପୁଂ— ବିଧବାର ଜାରଜ ସନ୍ତାନ — ୨. A widow's bastard son.
୩. (ନାମ)—ଦାକ୍ଷିଣାତ୍ୟର ନଗରବିଶେଷ (ହୀରାଖଣି ଥିବାରୁ ବିଖ୍ୟାତ) —୩. Golkuṇḍā; a place in S. India (famous for its diamond-mines).

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ସିମ୍ୱ ବା ଝଟା — A kind of bean.