ଗୋଳଘାଣ୍ଟ
ଦେଖଣା
ଗୋଳଘାଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅସ୍ତବ୍ୟସ୍ତ; ଲେଉଟପାଲଟ — ୧. Tupsy-turvy; upturned.
(ଗୋଲଘାଣ୍ଟ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]- ୨. ଦୁରବସ୍ଥାଜର୍ଜରିତ — ୨. Afflicted.
- ୩. ଅବ୍ୟବସ୍ଥିତ — ୩. Confused.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୋଳମାଳ —୧. Confusion.
- ୨. ଘଣ୍ଟାଚକଟା —୨. Stirring up.
- ୩. ବିଶେଷ ଆନ୍ଦୋଳନ —୩. Excessive agitation.