Jump to content

ଗୋଳଯନ୍ତ୍ର

ଉଇକିଅଭିଧାନ‌ରୁ

ଗୋଳଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରାଚୀନକାଳରେ ଭାରତୀୟ ଜ୍ୟୋତିଷୀମାନଙ୍କ ବ୍ୟବହୃତ ସୁର୍ଯ୍ୟ, ଚନ୍ଦ୍ର, ପୃଥିବୀ, ଗ୍ରହ, ନକ୍ଷତ୍ର ଆଦିଙ୍କ ସ୍ଥିତି, ଗତି ଓ ପରିବର୍ତ୍ତନଜ୍ଞାପକ ଯନ୍ତ୍ରବିଶେଷ — ୧. A contrivance or instrument used by the ancient astronomers of India showing the positions, movements and changes in the sun, the earth, the planets and the stars.

[ଦ୍ରଷ୍ଟବ୍ୟ —ଏହା କେତେ ଖଣ୍ଡ ବାଉଁଶ କାଠି ବା ପାତିଆରେ ନିର୍ମିତ ହେଉଥିଲା ହିନ୍ଦୀ - ଶବ୍ଦସାଗର ମହାତ୍ମା ଚନ୍ଦ୍ରଶେଖର ସିଂହ ସାମନ୍ତ ଏହି ଯନ୍ତ୍ରକୁ ସ୍ୱହସ୍ତରେ ନିର୍ମାଣ କରି ଏହା ସାହାଯ୍ୟରେ ଗ୍ରହ ନକ୍ଷତ୍ରାଦିର ପର୍ଯ୍ୟବେକ୍ଷଣ କରୁଥିଲେ]

୨. ପୃଥିବୀ ଓ ଗ୍ରହ ନକ୍ଷତ୍ରାଦିଙ୍କ ସମ୍ୱନ୍ଧେ ଜ୍ଞାନଲାଭାର୍ଥ ଚିତ୍ରିତ ଗୋଳକ —୨. Celestial and terrestrial globes indicating matters relating to the earth and the heavens.