Jump to content

ଗୋଳଯୋଗ

ଉଇକିଅଭିଧାନ‌ରୁ

ଗୋଳଯୋଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଫରାସୀ - ଗୁଲ୍+ସଂସ୍କୃତ - ଯୋଗ)

[ସମ୍ପାଦନା]
୧. ଗୋଳମାଳ; ଗଣ୍ଡଗୋଳ —୧. Noise; tumult.
୨. ବିଷମ ସଂକଟ — ୨. Inextricable difficulty.
୩. ମହା ଅବ୍ୟବସ୍ଥା; ଗଡ଼ବଡ଼ି — ୩. Serious confusion or disorder.