Jump to content

ଗୋଳାଗୋଳି

ଉଇକିଅଭିଧାନ‌ରୁ

ଗୋଳାଗୋଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଶେଷପରିମାଣରେ ଘାଣ୍ଟିବା; ଘଣ୍ଟାଚକଟା — Too much agitation.

ବିଶେଷଣ -

[ସମ୍ପାଦନା]

ଏକତ୍ର ଘଣ୍ଟା ହୋଇଥିବା (ବହୁ ବସ୍ତୁ) — (mixed things) Mixed up together after much agitation.