ଗୋଳାହାଟ
ଦେଖଣା
ଗୋଳାହାଟ
ଉଚ୍ଚାରଣ
[ସମ୍ପାଦନା](ଗୋଲାହାଟ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଲକ ଓ ହଟ୍ଟ; ସଂସ୍କୃତ - ଗୋଲ୍ହାଟ)
[ସମ୍ପାଦନା]ଶରୀର— ଭେଦ ଭଜନରେ ବର୍ଣ୍ଣିତ ହୃଦୟର କାଳ୍ପନିକ ସ୍ଥାନ — An inaginery place in the human heart mentioned in the Oriya Ṡarīra-bheda bhajanas.
ଗୋଲାହାଟ ବୋଲି ବେଦାନ୍ତ କହେ, ହାଟ କେମନ୍ତେ କହ ଦେବରାୟେ ପ୍ରାଚୀ. ପରଚେ ଗୀତା