ଗୋଳିଆ
ଦେଖଣା
ଗୋଳିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଘୋଳ=ନିର୍ଜଳ ମଥିତ ଦଧି)
[ସମ୍ପାଦନା]- ୧. ଅନିର୍ମଳ; ଆବିଳ (ଜଳ) — ୧. Turbid (water).
- ୨. ଯେ ଖେଳରେ ଗୋଳାଏ — ୨. One who uses foul means in a game.
ଆପେ ଗୋଳିଆ ହୁଅଇ ଆପେ ଯେ ନିର୍ମଳ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା
- ୩. ଯେ ଘଣ୍ଟା ଘଣ୍ଟି କରେ — ୩. One who stirs up everything.
- ୪. କପଟୀ —୪. Hypocrite; deceitful.
- ୫. ଯେ ଅପାନବାୟୁ ତ୍ୟାଗ କରି ବାୟୁକୁ ଦୁର୍ଗନ୍ଧମୟ କରେ — ୫. Polluting the atmosphere by passing offensive wind.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୋଳାଇବା କର୍ମ — ୧. Act of stirring up.
- ୨. କପଟ; ଛଳ —୨. Hypocricy; deceit.
ଗୋଳିଆ ନ ରଖି, କହ ଚନ୍ଦ୍ରମୂଖୀ କବିସୂର୍ଯ୍ୟ. କିଶୋରଚମ୍ପୂ. ଗ ଗୀତ