Jump to content

ଗୋଳେଇ ଘାଣ୍ଟି ଦେବା

ଉଇକିଅଭିଧାନ‌ରୁ

ଗୋଳେଇ ଘାଣ୍ଟି ଦେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ପେଟ) ଚକଟି ହେବା — ୧. (stomach) To be disordered.
୨. (ମନ) ଉବ୍ଦିଗ୍ନ ହେବା — ୨. (mind) To be anxious.
୩. (ଜଂଜାଳରେ ପଡ଼ି) ବ୍ୟତିବ୍ୟସ୍ତ ହେବା — ୩. To be disturbed by complications.