Jump to content

ଗୋଳ ବିଦ୍ୟା

ଉଇକିଅଭିଧାନ‌ରୁ

ଗୋଳ ବିଦ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୋତିଷ ବିଦ୍ୟାର ଯେଉଁ ଅଙ୍ଗରୁ ପୃଥିବୀର ଗୋଳକତ୍ୱ, ବିସ୍ତାର, ଆକାର, ଋତୁପରିବର୍ତ୍ତନ ଆଦିର ବିବରଣ ଶିକ୍ଷା କରାଯାଏ (ହିନ୍ଦୀ - ଶବ୍ଦସାଗର) — The branch of astronomy dealing with the extent, shape etc of the terrestrial and celestrial globes.