ଗୋଶୀର୍ଷ
ଦେଖଣା
ଗୋଶୀର୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ଶୀର୍ଷ)
[ସମ୍ପାଦନା]- ୧. ଗୋରୁମୁଣ୍ଡ — ୧. The head of a cow.
- ୨. ପର୍ବତବିଶେଷ —୨. Name of a mountain.
- ୩. (ଗୋଶୀର୍ଷ ପର୍ବତରେ ଏହି ବୃକ୍ଷ ଜନ୍ମିବାରୁ) ଚନ୍ଦନ ବିଶେଷ; ହରିଚନ୍ଦନ —୩. A kind of sandal- wood.
- ୪. ଗୋମାସ୍ତକ ସଦୃଶ କ୍ଷେପଣୀୟ ଅସ୍ତ୍ରବିଶେଷ — ୪. A kind of weapon of offence shaped like the head of a cow and thrown at the enemy.