Jump to content

ଗୋଶୃଙ୍ଗ

ଉଇକିଅଭିଧାନ‌ରୁ

ଗୋଶୃଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ଶୃଙ୍ଗ)

[ସମ୍ପାଦନା]
୧. ଗୋରୁଶିଙ୍ଗ — ୧. Cow-horn.
୨. ରାମାୟଣ ଓ ମହାଭାରତବର୍ଣ୍ଣିତ ପର୍ବତବିଶେଷ — ୨. Name of a mountain mentioned in the Rāmāyaṇa and Mahābhārata;
୩. ଗୋରୁଶିଙ୍ଗରେ ନିର୍ମିତ ରଣବାଦ୍ୟବିଶେଷ; ଶିଙ୍ଘା — ୩. A horn (blowing instrument); a trumpet made of cow-horn.
୪. ମୁନିବିଶେଷ —୪. Name of a sage.
୫. ବବୁର ଗଛ (ହିନ୍ଦୀ - ଶବ୍ଦସାଗର) — ୫. The Acacia tree.