ଗୋଷ୍ଠ
ଦେଖଣା
ଗୋଷ୍ଠ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୋ+ସ୍ଥା ଧାତୁ+ଅଧିକରଣେ. ଅ)
[ସମ୍ପାଦନା]- ୧. ପଶୁଚାରଣ ଭୂମି —୧. Pasture.
- ୨. ଗୋଠ —୨. Place where cattle are herded togehter; cattlle-pen.
- ୩. ଗୋରୁପଲ୍ଲ —୩. A herd or drove of cattle.
- ୪. (ଗୋଷ୍ଠୁ ଧାତୁ+କର୍ତ୍ତୃ. ଅ) ଗୋପାଳମାନଙ୍କର ମିଳନସ୍ଥଳ — ୪. A station or meeting place of cowherds.
- ୫. ମିଳନସ୍ଥାନ; ସଭା —୫. Meeting place; assembly; convocation; council.
- ୬. (+ଭାବ. ଅ) ବହୁ ଲୋକଙ୍କର କଥୋପକଥନ; ଗପସପ — ୬. Chitchat; discourse; conversation.
- ୭. ମିଳନ; ସଙ୍ଗ, ମେଳା — ୭. Meeting; collection; gathering.
- ୮. ସମ୍ପର୍କୀୟ ବ୍ୟକ୍ତି; ପୋଷ୍ୟବର୍ଗ — ୮. Relatives; persons who require to be maintained in the family.
- ୯. (+କର୍ମ. ଅ) ଗୋଟିଏ ଅଙ୍କବିଶିଷ୍ଟ ନାଟକ — ୯. A drama in one act.
- ୧. ଶିବ —୧୦. Ṡiba.
୧୧: ଶୁଦ୍ଧିଶ୍ରାଦ୍ଧ ବିଶେଷ — ୧୧. A purificatory Ṡrāddha.
୧୨: ପରାମର୍ଶ; ସଲ୍ହା (ହିନ୍ଦୀ - ଶବ୍ଦସାଗର) —୧୨. Counsel.
୧୩: ଦଳ; ମଣ୍ଡଳୀ (ହିନ୍ଦୀ - ଶବ୍ଦସାଗର) — ୧୩. Company; a body of persons.