Jump to content

ଗୋଷ୍ଠାଗାର

ଉଇକିଅଭିଧାନ‌ରୁ

ଗୋଷ୍ଠାଗାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋଷ୍ଠ+ଆଗାର)

[ସମ୍ପାଦନା]
୧. ସଭାଗୃହ — ୧. Metting-hall; council-chamber.
୨. ଗଞ୍ଜ; ପଣ୍ୟାଗାର —୨. Warehouse.
୩. ଗୋଶାଳା —୩. Cow-shed; cattle-house.