ଗୋଷ୍ଠୀ
ଦେଖଣା
ଗୋଷ୍ଠୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୋଷ୍ଠ ଧାତୁ= ସମାରୋହ କରିବା; ଏକତ୍ର ହେବା+କତ୍ତୃ. ଅ+ଈ)
[ସମ୍ପାଦନା]- ୧. ବହୁଲୋକଙ୍କ ସମାଗମସ୍ଥାନ — ୧. Gathering place.
- ୨. ସଭାସ୍ଥଳ —୨. Metting place.
- ୩. ଦଳ —୩. Flock; company.
- ୪. ପରିବାରବର୍ଗ; ପୋଷ୍ୟବର୍ଗ —୪. One's family.
- ୫. ଜ୍ଞାତି —୫. Kinsman; relative.
- ୬. ୯/୧: ଜଣ ପୁରୁଷ ୫/୭: ଜଣ ସ୍ତ୍ରୀଙ୍କଦ୍ୱାରା ଅଭିନେୟ ଏକଅଙ୍କ ବିଶିଷ୍ଟ ଦୃଶ୍ୟକାବ୍ୟବିଶେଷ — ୬. A play with one act only, performed by ୯ or ୧୦ males and ୫ or ୬ females.
- ୭. ଜାତି; ବଂଶ; କୁଳ —୭. Clan; sect; tribe.
- ୮. ମିଳନ ସଭା; ମେଳା — ୮. Metting; assembly; collection; gathering.
- ୯. କଥାବାର୍ତ୍ତା; ସଂଳାପ — ୯. Conversation; discourse.
ତହିଁ ନ ଦେବ ମନ ଦୃଷ୍ଟି, କେବେ ହେଁ ନ କରିବ ଗୋଷ୍ଠୀ— ଜଗନ୍ନାଥ. ଭାଗବତ