Jump to content

ଗୋଷ୍ଠୀପତି

ଉଇକିଅଭିଧାନ‌ରୁ

ଗୋଷ୍ଠୀପତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋଷ୍ଠୀ+ପତି)

[ସମ୍ପାଦନା]
୧. ବଂଶର ପ୍ରଧାନ ବ୍ୟକ୍ତି; ପରିବାରର କର୍ତ୍ତା — ୧. Head of a family.
୨. ସଭାପତି —୨. President of a meeting.
୩. ଦଳପତି; ନେତା; ଅଧିନାୟକ — ୩. Headman; leader.