Jump to content

ଗୋଷ୍ଠୀ କରିବା

ଉଇକିଅଭିଧାନ‌ରୁ

ଗୋଷ୍ଠୀ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବହୁଲୋକ ମିଳି କୌଣସି ବିଷୟ ଆଲୋ— ଚନା କରିବା — To discuss a subject is an assembly.

ବିଷ୍ଣୁର କଥା ଗୋଷ୍ଠୀ କଲେ, ଏମନ୍ତେ ଉତ୍ପାତ ଦେଖିଲେ ଜଗନ୍ନାଥ. ଭାଗବତ