Jump to content

ଗୋସଂଖ୍ୟ

ଉଇକିଅଭିଧାନ‌ରୁ

ଗୋସଂଖ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋ+ସମ୍+ଖ୍ୟା ଧାତୁ=ଗଣନା କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ଗୋପାଳ —୧. Cowherd.
୨. ଗୋସଂଖ୍ୟାତା; ଯେ ଗୋରୁଗାଈଙ୍କୁ ସୁମାରି କରେ — ୨. An enumerator of cattle.