Jump to content

ଗୋସର୍ପିକା

ଉଇକିଅଭିଧାନ‌ରୁ

ଗୋସର୍ପିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୋ=ଇନ୍ଦ୍ରିୟ+ସୃପ ଧାତୁ=ଗମନ କରିବା +କର୍ତ୍ତୃ. ଅକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ସ୍ୱେଚ୍ଛାଚାରିଣୀ ସ୍ତ୍ରୀ; ବେଶ୍ୟା — ୧. A prostitute; harlot.
୨. (ଗୋସର୍ପ+କ+ସ୍ତ୍ରୀ. ଆ)—ସ୍ତ୍ରୀ ଗୋଧି — ୨. Female iguana.