Jump to content

ଗୋସାମଣୀ

ଉଇକିଅଭିଧାନ‌ରୁ

ଗୋସାମଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ଗୋସ୍ୱାମୀରୁ ଉତ୍ପନ୍ନ ସ୍ତ୍ରୀଲିଙ୍ଗାନ୍ତ ଶବ୍ଦ ଗୋସ୍ୱାମିନୀ)

[ସମ୍ପାଦନା]

ସ୍ତ୍ରୀ ପ୍ରଭୁ; ସ୍ୱାମିନୀ —Mistress.

ହେଲ ଗୋସାମଣି ଯେବେ ପ୍ରସନ୍ନ ମୋ ପ୍ରତି ରାଧାନାଥ. ସାବିତ୍ରୀ ଚରିତ