ଗୋସୂତ୍ରିକା
ଦୁଇ ଖୁଣ୍ଟରେ ଦୁଇମୁଣ୍ଡ ବନ୍ଧା ହୋଇଥିବା ଓ ମଝିରେ ମଝିରେ ଗୋରୁଙ୍କ ବେକ ବନ୍ଧାଯିବା ପାଇଁ ଫାଶ ଲାଗିଥିବା ବଡ଼ ଦଉଡ଼ି; ଦାଉଣି — A long rope fastened to posts at both ends and having separate halters for each ox or cow to be tied to them.