Jump to content

ଗୋସ୍ତନ

ଉଇକିଅଭିଧାନ‌ରୁ

ଗୋସ୍ତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ସ୍ତନ)

[ସମ୍ପାଦନା]
୧. ଗୋରୁର ଚିର — ୧. The udder of a cow.
୨. ଫୁଲର ତୋଡ଼ା —୨. A nosegay.
୩. ଫୁଲକଢର ପୁଞ୍ଜ —୩. A cluster of buds.
୪. (ବହୁବ୍ରୀହି) ଚାରିସରିଆ ହାର — ୪. A four-stringed necklace.