Jump to content

ଗୋସ୍ତାକି

ଉଇକିଅଭିଧାନ‌ରୁ

ଗୋସ୍ତାକି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁସ୍ତାଖୀ=ଧୃଷ୍ଟତା)

[ସମ୍ପାଦନା]
୧. ଔଦ୍ଧତ୍ୟ — ୧. Insubordination.
୨. ପ୍ରଗଲ୍ଭତା; ଧୃଷ୍ଟାତା —୨. Forwardness; plain-speaking.
୩. ଅଶିଷ୍ଟତା; ଅଭଦ୍ରତା —୩. Incivility.