ଗୋସ୍ୱାମୀ
ଦେଖଣା
ଗୋସ୍ୱାମୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ ୧ମା. ୧ବ.)
[ସମ୍ପାଦନା]- ୧. ଗୋସମୂହର ଅଧିପତି — ୧. Owner of herds of cattle.
- ୨. ଗୋରକ୍ଷକ —୨. Cowherd.
- ୩. ବୈରୈଗୀ; ସଂସାରତ୍ୟାଗୀ ବ୍ୟକ୍ତି; ସନ୍ନ୍ୟାସୀ (ଯେ ଇନ୍ଦ୍ରିୟ ସଂଯମ କରିଅଛନ୍ତି) — ୩. An anchorite; a recluse.
- ୪. ଧର୍ମୋପଦେଷ୍ଟା —୪. A religious preceptor.
- ୫. ଭଗବାନ୍ —୫. Bhagabān; God.
- ୬. ରାଜା —୬. King.
- ୭. ବରୁଣ —୭. Baruṇa; The Hindu God of water.
- ୮. ଇନ୍ଦ୍ର —୮. Indra; the Hindu God of rain.
- ୯. ବୃହସ୍ପତି —୯. Bṛuhaspati.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନବଦ୍ୱୀପର ଅଦ୍ୱୈତ ଓ ନିତ୍ୟାନନ୍ଦ ବଂଶୀୟ ବ୍ରାହ୍ମଣଙ୍କ ବଂଶୋପାଧି —Family-title of the descendats of Ch&aline;i̱tanya's disciple Nityānanda and Adw&aline;i̱ta.