Jump to content

ଗୋହଡ଼ା

ଉଇକିଅଭିଧାନ‌ରୁ

ଗୋହଡ଼ା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]
୧. ବହୁ; ଅନେକ — ୧. Many.
୨. ଗୋଠେ; ପଲେ —୨. A flock of.

(ଯଥା—ଗୋହଡ଼ା କୁଟୁମ୍ୱ; ଗୋହଡ଼େ ପିଲାଛୁଆ)