Jump to content

ଗୋହଳ

ଉଇକିଅଭିଧାନ‌ରୁ

ଗୋହଳ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସଂହଭୂମ) ବିଶେଷ୍ୟ - (ସଂସ୍କୃତ - ଗୋପାଳ)

[ସମ୍ପାଦନା]

ବଙ୍ଗର ସଦ୍ଗୋପଙ୍କ ପରି ସିଂହଭୂମବାସୀ ଓଡ଼ିଆ ଶୂଦ୍ର —A class of Oṟḍ̠iā Ṡūdras resembling the Sadgopas of Bengal.

[ଦ୍ରଷ୍ଟବ୍ୟ —ଏମାନଙ୍କ ବନ୍ଧୁବାନ୍ଧବ ମୟୂରଭଞ୍ଜରେ ଏମାନେ ବଙ୍ଗର ସଦ୍ଗୋପଙ୍କ ସଙ୍ଗେ ବିବାହ—ସମ୍ୱନ୍ଧ କରନ୍ତି ନାହିଁ ଏମାନଙ୍କର ମାତୃଭାଷା ଓ ସଂକଳ୍ପବାକ୍ୟ ଓଡ଼ିଆ]