Jump to content

ଗୋ—ଖର

ଉଇକିଅଭିଧାନ‌ରୁ

ଗୋ—ଖର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱହ; ଗୋ=ଗୋରୁ+ଖର=ଗର୍ଦ୍ଦର)

[ସମ୍ପାଦନା]

(ଲକ୍ଷଣାର୍ଥ) ପଶୁ —Beast.

ସାଧବେ ନ କରେ ଆଦର ତାହାକୁ ବୋଲିଟି ଗୋଖର—ଜଗନ୍ନାଥ. ଭାଗବତ

ଦେଶଜ - ବିଶେଷଣ -

[ସମ୍ପାଦନା]

ଦୁଷ୍ଟ; ଅସତ୍; ବିଶ୍ୱାସଘାତକ (ବ୍ୟକ୍ତି) — Wicked and faithless (person).