ଗୌଡ଼ୀ
ଦେଖଣା
ଗୌଡ଼ୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୌଡ଼+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଗୁଡ଼ରୁ ପ୍ରସ୍ତୁତ ସୁରା — ୧. Wine distilled from molasses.
- ୨. ରାଗିଣୀବିଶେଷ —୨. A musical air.
[ଦ୍ରଷ୍ଟବ୍ୟ —ଏ ସମ୍ପୂର୍ଣ୍ଣ ଜାତିର ରାଗିଣୀ; ରାତ୍ରର ୧ମ ପ୍ରହରରେ ଗେୟ ଏହା ବୀର ଓ ଶୃଙ୍ଗାର ରସର ବର୍ଣ୍ଣନା ପାଇଁ ଉପଯୁକ୍ତ କେହି କେହି ଏହାକୁ କଲ୍ୟାଣ ରାଗର ଭେଦ କହନ୍ତି— ହିନ୍ଦୀ - ଶବ୍ଦସାଗର]
୩ : କାବ୍ୟର ଓଜୋଗୁଣବିଶିଷ୍ଟ ରଚନାରୀତି; ଓଜଃ— ପ୍ରକାଶିକ ରଚନା; ପୁରୁଷାନୁବୃତ୍ତି — ୩. A style of poetic composition; the energitic or elaborate style.
- ୪. ଗୌଡ଼ଦେଶ ପ୍ରଚଳିତ ଭାଷାର ବିଶେଷତ୍ୱ ବା ରୀତି — ୪. Idiom of the Vernacular of the G&aline;&uline;ṟḍ̠a-country.