ଗୌଡ଼ୀୟ
ଦେଖଣା
ଗୌଡ଼ୀୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗୋଡ଼+ସମ୍ୱନ୍ଧାର୍ଥେ. ଇୟ)
[ସମ୍ପାଦନା]- ୧. ଗୌଡ଼ ଦେଶବାସୀ — ୧. Inhabiting the G&aline;&uline;ṟḍ̠a country.
- ୨. ଗୌଡ଼ ଦେଶ ସମ୍ୱନ୍ଧୀୟ — ୨. Pertaining to the G&aline;&uline;ṟḍ̠a country.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉତ୍ତରବଙ୍ଗର କଥିତ ଭାଷା (୧୮୯୧: ମାନ୍ଦ୍ରାଜ ସେନ୍ସସ୍ରେ ଏହାକୁ ଓଡ଼ିଆ ବୋଲି କୁହାଯାଇ ଅଛି) — Language of North Bengal.