Jump to content

ଗୌଣ

ଉଇକିଅଭିଧାନ‌ରୁ

ଗୌଣ

ଉଚ୍ଚାରଣ

[ସମ୍ପାଦନା]

ମୁଖ୍ୟ, ପ୍ରଧାନ, ମୌଳିକବିପରୀତ

(ଗୌଣତା—ବି)

  • (file)

ସଂସ୍କୃତ - ବିଶେଷଣ - (ଗୁଣ+ଅ)

[ସମ୍ପାଦନା]

 : ଗୁଣସମ୍ୱନ୍ଧୀୟ — ୧. Attributive.

 : ଅପ୍ରଧାନ —୨. Unessential; secondary; subordinate; of secondary importance.

 : ନିକୃଷ୍ଟ —୩. Inferior.

 : ଯାହା ମୌଳିକ ନୁହେ —୪. Not primary or original.

 : କାଳ୍ପନିକ; ଅପ୍ରକୃତ —୫. Imaginary; unreal.

 : ଯାହା ପ୍ରକାଶ୍ୟରେ କରାଯାଏ ନାହିଁ; ପରୋକ୍ଷ — ୬. Indirect.

 : ଅଧସ୍ତନ—୭. Subordinate.

 : (ଗଣିତ) ଗୁଣନ ସମ୍ୱନ୍ଧୀୟ — ୮. (arithmatic) Relating to multiplication.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଡେରି; କାଳ ବିଳମ୍ୱ —୧. Delay.

 : ଅପେକ୍ଷା କରିବା —୨. Waiting.