Jump to content

ଗୌଣିମୁହାଁ

ଉଇକିଅଭିଧାନ‌ରୁ

ଗୌଣିମୁହାଁ

ଉଚ୍ଚାରଣ

[ସମ୍ପାଦନା]
(ଗୌଣିମୁହୀଁ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଗୌଣୀ ପରି ମୁହଁ ଯାହାର — ୧. (a person) Having a wide face.
୨. ଭାର୍କୁଣ୍ଡାମୁହଁ; ଭୁର୍କୁଣ୍ଡାମୁହାଁ — ୨. Frowning; scowling.