Jump to content

ଗୌଣୀ

ଉଇକିଅଭିଧାନ‌ରୁ

ଗୌଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ବ୍ୟାକରଣ) ଶବ୍ଦର ବୃତ୍ତବିଶେଷ; ଶବ୍ଦର ଯେଉଁ ବୃତ୍ତିଦ୍ୱାରା ଗୋଟିଏ ବିଶିଷ୍ଟ ଗୁଣ ସୂଚିତ ହୁଏ — (grammar) The connotative attribute of a word.

(ଯଥା—ରାମଚନ୍ଦ୍ର କଳ୍ପବୃକ୍ଷ ଥିଲେ— ଏଠାରେ କଳ୍ପବୃକ୍ଷ ଶବ୍ଦର ପ୍ରୟୋଗଦ୍ୱାରା ରାମଚନ୍ଦ୍ର ପ୍ରାର୍ଥନାକାରୀର ମନୋବାଞ୍ଛା ପୂରଣ କରୁଥିବାରୁ ଗୁଣ ସୂଚିତ ହେଉଅଛି)