ଗୌତମ
ଦେଖଣା
ଗୌତମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଗୋତମ+ଅପତ୍ୟାର୍ଥେ. ଅ)
[ସମ୍ପାଦନା]- ୧. ଭାରଦ୍ୱାଜ ମୁନି — ୧. The sage Bhāradwāja.
- ୨. ଗୋତମ ଋଷି ପୁତ୍ର; ଶତାନନ୍ଦ ଋଷି — ୨. The sage Satānanda.
- ୩. ନ୍ୟାୟଦଶନ ପ୍ରଣେତା ମୁନି — ୩. Name of the founder of Nyāya philosophy.
- ୪. ବୁଦ୍ଧଦେବ —୪. Buddha.
- ୫. ଦ୍ରୋଣଙ୍କ ଶଳା; କୃପାଚାର୍ଯ୍ୟ — ୫. The name of Kṛupāchārj̄ya.
- ୬. ଗୋଦାବରୀ ନଦୀର ଉତ୍ପତ୍ତିସ୍ଥାନ; ପର୍ବତବିଶେଷ — A Name of a mountain giving rice to the Godābarī river.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଗୋତମସମ୍ୱନ୍ଧୀୟ — Pertaining to the sage Gotama.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅସ୍ୱାଭାବିକ ପ୍ରକ୍ରିୟାରେ କାମବୃର୍ତ୍ତି ଚରିତାର୍ଥକ୍ରିୟା — Satiation of carnal desire by unnatural means.