ଗୌତମୀ
ଦେଖଣା
ଗୌତମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୌତମ+ ଈ)
[ସମ୍ପାଦନା]- ୧. କୃପାଚାର୍ଯ୍ୟଙ୍କ ଭଗିନୀ ଓ ଦ୍ରୋଣାଚାର୍ଯ୍ୟଙ୍କ ସ୍ତ୍ରୀ କୃପୀ — ୧. A name of the wife of Droṇa.
- ୨. ଗୋଦାବରୀ ନଦୀ —୨. The river Godābarī.
- ୩. ଦୁର୍ଗା —୩. A name of Durgā.
- ୪. ଗୋମତୀ ନଦୀ — ୪. A name of the river Gomatī.
- ୫. ହଳଦୀ —୫. Turmeric.
- ୬. ଗୋରୋଚନା —୬. A yellow pigment got from a dead cow.
- ୭. ନ୍ୟାୟ ଦର୍ଶନ — ୭. The Nyāya system of Philosophy.
- ୮. ବୁଦ୍ଧଦେବଙ୍କ ପ୍ରଦର୍ଶିତ ଧର୍ମାମାର୍ଗ — ୮. The teachings of Buddha.
- ୯. ଗୌତମଋଷି ସଂକଳିତ ସ୍ମୃତିଶାସ୍ତ୍ର — ୯. The code of Hindu law by G&aline;&uline;tama.
- ୧. ଗୌତମ ପତ୍ନୀ ଅହଲ୍ୟା — ୧୦. The wife of sage G&aline;&uline;tama.
୧୧: ଗୋତମବଂଶୀୟା (ସ୍ତ୍ରୀ) — ୧୧. (woman) Born in the family of Gatama.