Jump to content

ଗୌନ୍ତିଆ

ଉଇକିଅଭିଧାନ‌ରୁ

ଗୌନ୍ତିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଗ୍ରାମର ସରବରାକାର; ଗ୍ରାମର ପ୍ରତିନିଧି ବା ମୁଖ୍ୟା ବ୍ୟକ୍ତି —୧. Head-man of a village.
୨. ବଂଶୋପାଧିବିଶେଷ —୨. A family-title.