Jump to content

ଗୌରବାନ୍ୱିତ

ଉଇକିଅଭିଧାନ‌ରୁ

ଗୌରବାନ୍ୱିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ଗୌରବ+ଅନ୍ୱିତ)

[ସମ୍ପାଦନା]
୧. ଗୌରବଯୁକ୍ତ; ମହିମାନ୍ୱିତ — ୧. Glorious; gloried; degnified.
୨. ସମ୍ମାନନୀୟ; ପୂଜନୀୟ — ୨. Honorable; adourable.
୩. ଗର୍ବାନ୍ୱିତ —୩. Feeling proud.