ଗୌରୀ
ଦେଖଣା
ଗୌରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୌର + ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଗୌରବର୍ଣ୍ଣା ସ୍ତ୍ରୀ — ୧. Fair-skinned famale.
- ୨. ପାର୍ବତୀ —୨. Pārbatī
- ୩. ଅବିବାହିତା ଅଷ୍ଟବର୍ଷାୟା ବାଳିକା — ୩. An unmarried girl aged ୮ years.
[ଦ୍ରଷ୍ଟବ୍ୟ — ଶାସ୍ତ୍ରବଚନ—ଅଷ୍ଟବର୍ଷା ଭବେଦ୍ ଗୌରୀ]
- ୪. ଅରଜସ୍ଥା କୁମାରୀ — ୪. A virgin before her menses.
- ୫. ପୃଥିବୀ —୫. The earth.
- ୬. ତୁଳସୀ —୬. The Holy Basil palnt.
- ୭. ରାଗିଣୀବିଶେଷ —୭. Name of a musical air.
- ୮. ମଞ୍ଜିଷ୍ଠା (ଦେଖ) - ୮. Man̄jishṭhā (See)
- ୯. ନଦୀବିଶେଷ —୯. A name of a river.
- ୧. ବରୁଣଙ୍କ ସ୍ତ୍ରୀ —୧୦. The wife of Baruṇa.
୧୧: ଗୋରୋଚନା — ୧୧. Gallstone Bijoor; Bastarous.
୧୨: ହରିଦ୍ରା —୧୨. Turmeric.
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସ୍ତ୍ରୀଲୋକଙ୍କ ନାମ — Name given to females.
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]ଗୌରୀଶଙ୍କରର ଡ଼ାକ ନାମ — Name for calling G&aline;&uline;rīṡaṅkara.